STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ସ୍ୱପ୍ନ ଖସିବା ର ବେଳ

ସ୍ୱପ୍ନ ଖସିବା ର ବେଳ

1 min
235

କେଉଁଠି ନା କେଉଁଠି

କିଛି ଘଟୁ ଥାଏ

ନଡ଼ିଆ ଗଛ ରୁ ଖସୁଥାଏ

ଶୁଖିଲା ବାହୁଂଗା

ଗଛ ରୁ ଖସୁ ଥାଏ

ଶୁଖିଲା ଡାଳ

ଶୁଖିଲା ଫଳ ଫୁଲ

ଖସୁ ଥାଏ

ପିମ୍ପୁଡ଼ି ଘର କ୍ରମଶଃ

ଖସୁଥାଏ

ଶୁଖିଲା ପତ୍ର ସବୁ ଝଡ଼ୁଥାଏ

ଉଈ ଘର ଖସୁ ଥାଏ ବର୍ଷା ରେ

ପିଟି ହେଇ ଯାଉ ଥାଏ ଡାଳ ସବୁ

ପବନ ରେ

ଆମ୍ବ ଗଛ ରୁ ଖସୁ ଥାଏ

ଶୁଖିଲା ପୁଆ(ଡାଳ)

ଜୀବନ ରେ ଏମିତି

ଅତର଼କିତେ ଖସୁ ଥାଏ

କେତେ କେତେ

ସଂଚିତ ସ୍ୱପ୍ନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract