Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bandana Dairy

Inspirational

4.3  

Bandana Dairy

Inspirational

ସ୍ୱାର୍ଥ

ସ୍ୱାର୍ଥ

1 min
253


ସ୍ୱାର୍ଥ ଅଟେ କେବଳ ଯେ ଦୁଇଟି ଅକ୍ଷର

ଏହି ଅକ୍ଷରରେ ଏଠି ସଭିଏଁ ସ୍ଵାକ୍ଷର ।

ସବୁ ଏଠି ମିଛ ଆଉ ସବୁ ଅଟେ ମାୟା

ମୁଁ ହିଁ ମୁଁ ଅଛି କେବଳ ହିଁ ଠିଆ ।

କେବେ ଯଦି କେହି ଏଠି ସାହାଯ୍ୟ ମାଗିବ

ପ୍ରଶ୍ନ ଆଗ ଆସିବା ଯେ ମତେ କ'ଣ ମିଳିବ ?

ପାଠେ ଥିଲା ମିଶୁ ଦେହ ମୋର ଏ ମାଟିରେ

ସଭିଏଁ ଚାଲନ୍ତୁ ଯେବେ ମୋ ଉପରେ ।

ଭାବନ୍ତି ଯେ' ୟା'ର ଓଲଟା ଯେ ଅର୍ଥ

ନ ଠକିଲେ ଏଠି ଜୀବନ ଯେ ବ୍ୟର୍ଥ ।

ସ୍ୱାର୍ଥରେ ଆସିଲେ ଟିକିଏ ବି ବାଧା

ବୁଲିପଡ଼ି ଦିଅନ୍ତି ଯେ ପିଠିରେ ସେ ବିଧା ।

କେହି ନୁହେଁ ନିଜର ସବୁ ଏଠି ପର

ନିଜ କର୍ମ ଫଳ ଏଠି ନିଜେ ତ ସମ୍ଭାଳ ।


Rate this content
Log in

Similar oriya poem from Inspirational