STORYMIRROR

Reeta aparajeeta Mohanty

Inspirational

4.0  

Reeta aparajeeta Mohanty

Inspirational

ବୋଉ (mother)-ରୀତା

ବୋଉ (mother)-ରୀତା

1 min
241



ଯେତେବେଳେ ସୁଶୀତଳ ଥଣ୍ଡା ପବନ 

ମତେ ଛୁଇଁଯାଏ ତୁମ ସ୍ନେହ ମନେପଡେ ବୋଉ

ଝିପିଝିପି ବର୍ଷl ଝରିଲେ

ଆଖିରୁ ଲୁହ ଝରିଲେ

ତୁମ କଥା ମନେପଡେ ବୋଉ

ଏ ସଂସାର ବୋଝ ପରି ଲାଗିଲେ

ତୁମ କଥା ଭାରି ମନେପଡେ ବୋଉ

ଏ ଜୀବନ ଏକ ସଂଗ୍ରାମ 

ଆମେ ଜୟ କରିବୁ ତାର ପ୍ରତିଟି ରଣ

ଏମିତି କେତେ ତୁମ ମନରେ ସାଇତା ବୋଉ

ଆମ୍ବ ଆଚାର ,ଲେମ୍ବୁ ଆଚାର ଖାଇ 

ହାତ ଚାଟିଲା ବେଳେ

ତୁମ କଥା ଭାରି ମନେପଡେ ବୋଉ 

ମଦର ଟେରେସାଙ୍କ ତ୍ୟାଗ ମମତା କଥା ମନେପଡିଲେ

ମୋ ଦେହ ଖରାପ ସମୟରେ

ତୁମ ନରମ ଓଦା ହାତର ସ୍ପର୍ଶ ଭାରି ମନେପଡେ ବୋଉ

କେଜାଣି ଦେବତା ଦେବୀ ସଂସାର ଅଛନ୍ତି କି ନା

ଦେଖିନି କେବେ

ମୋ ମନ ମନ୍ଦିର ରେ ମୁଁ ଗୋଟିଏ ଦେବୀ ଫଟୋ ରଖିଛି ବୋଉ

ଧୂପ ରେ ମହକ ଥିଲା ପରି 

ତୁମେ ମୋ ଚେତନା ରେ

ତୁମ ମୋ ଚେତନା ରେ ସଦା ଲୁଚିରହିଥିବ ବୋଉ

ତୁମ ବିଷୟରେ କବିତା ଟିଏ ଲେଖିବା ପାଇଁ 

ଭଲ ଶବ୍ଦ ଟିଏ ମିଲେନାଶବ୍ଦ ଟିଏ ମିଳେନି

ଶବ୍ଦ ମାନେ ଯାଆନ୍ତି ତାଙ୍କ ବାଟରେ

ତୁମେ ଯେ ମୋ ପାଇଁ 

ସବୁ ଶବ୍ଦ ଠାରୁ ଉର୍ଦ୍ଧ୍ବ ରେ

ଏ ଦେହ ଏ ମନ ଉପରେ ତୁମର ଅଛି ଅଶେଷ ଅଧିକାର


Rate this content
Log in

Similar oriya poem from Inspirational