STORYMIRROR

Gunanidhi Samal

Comedy

2  

Gunanidhi Samal

Comedy

ରୋଜ ଡେ

ରୋଜ ଡେ

1 min
83

ପାହାନ୍ତା ପହରୁ ବାହାରି ପଡ଼ିଲି

ଧରିକି ହାତରେ ରୋଜ୍

ରୋଜ ନେବାକୁ ସବୁ ରାଜିହେଲେ

ନାହିଁକଲେ କିନ୍ତୁ 

ଦେବାକୁ ମୋ ସାଥେ ପୋଜ୍ ,

ବେଳବୁଡ଼େ ଯେବେ ଘରଣୀକୁ ଦେଲି

କହିଲା ସେ ମୋତେ ଆରେ ବାଡ଼ିପଡା

ଆଉ କିଏ ଥିବ ଖୋଜ୍ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy