Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Comedy

3  

Gunanidhi Samal

Comedy

ରୋଜ ଡେ' ର କବିତା

ରୋଜ ଡେ' ର କବିତା

1 min
193


ଚକୋଲେଟ ଆଣି

ଦେଉଥିଲି ନିତି

ତୋତେ ଭଲପାଏ ବୋଲି

ଚକୋଲେଟ ଖାଇ

ଆଲୋ ଚାନ୍ଦମୁହିଁ

କେମିତି ଯାଉଛୁ ଭୁଲି ,

କେତେ ପଇସା ରେ

ଚକୋଲେଟ ତୋତେ

କହ ମୁଁ"ଦେଇଛି କିଣି

କେଉଁ ଉପାଦାନେ

ମନଟା ତୋହର

ପାରିଲି ନାହିଁ ମୁଁ ଜିଣି ,

ତୁ ଯଦି ନହେବୁ ରାଜି

ମାରି କଉପୁନି

ଧରି ଖୋଳ ଗିନି

ଯିବି ମୁଁ ହୋଇ ବାଆଜୀ


Rate this content
Log in

Similar oriya poem from Comedy