STORYMIRROR

Dr Susmita Dash

Fantasy Inspirational

2  

Dr Susmita Dash

Fantasy Inspirational

ରଙ୍ଗମଞ୍ଚ

ରଙ୍ଗମଞ୍ଚ

1 min
2.2K


ନଥିଲା ଆଉ ସେ ମଞ୍ଚ

ଫେରି ପାଇଲି ଯେବେ ମୋର ଦୃଢ ବିଶ୍ଵାସ, 

ହାରିବା ଯେବେ ଥିଲା ନିଶ୍ଚିତ,

ହୋଇଥିଲି ମୁଁ ଜୟଯୁକ୍ତ।

ଆବଶ୍ୟକ ଥିଲା ଯେବେ ଅନ୍ୟର,

କରିଗଲେ ତ୍ୟାଗ ସଭିଏଁ....

ଶିଖିଗଲି ଯେବେ ସ୍ୱ ଅଶ୍ରୁ ପୋଛିବାକୁ,

ପାଇଥିଲି କାନ୍ଧ ,ଲୁହ ଝରାଇ ବାକୁ।

ପ୍ରଣୟ ଓ ଘୃଣାରୁ ଉର୍ଦ୍ଧ୍ବକୁ ଯାଇ,

ଦେଖେ କାହା ପ୍ରେମର ସ୍ରୋତ ନିଏ ଭସାଇ ।

ରଙ୍ଗମଞ୍ଚ ଖୋଜେ ପରିଜନ ଯେବେ 

ସଫଳତାରେ ମୋ ପାଖେ,

କେବଳ ଅପରିଚିତଙ୍କୁ, କରତାଳି ସହ

ଭିଡରେ ମୁଁ ଦେଖେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy