STORYMIRROR

ସନାତନ ଦାସ

Abstract

3  

ସନାତନ ଦାସ

Abstract

ରହସ୍ୟ

ରହସ୍ୟ

1 min
225

ଆତ୍ମା ରୁ ପରମାତ୍ମା...

ଜୀବନ ରୁ ମୃତ୍ୟୁ

ଶରୀର ରୁ ଅଶରୀର

ଚିର ଦିନ ପାଇଁ ରହସ୍ୟ ଆଉ ରହସ୍ୟ....!!


ଜନ୍ମ କାହିଁକି, ପୁଣି ମୃତ୍ୟୁ କାହିଁକି?

ସତରେ କଣ ମୃତ୍ୟୁ ପରେ

ଶରୀର ଟା ଅଶରୀର ହୋଇଯାଏ?

ସତେ କଣ ଜନ୍ମ ଟା କେବଳ

ମୃତ୍ୟୁ ପାଇଁ ହୋଇଥାଏ??

ରହସ୍ୟ ରହସ୍ୟ ରହସ୍ୟ...!!


ତେବେ କଣ ଆତ୍ମା ର ମୃତ୍ୟୁ ଅଛି?

ଯଦି ହଁ, 

ତେବେ ଆତ୍ମା ର ଜନ୍ମ ପୁଣି କେମିତି ????

ଯଦି ନା, ତେବେ ସମସ୍ତଙ୍କ ପାଇଁ ବିଧି ନିର୍ଦ୍ଦିଷ୍ଟ ନିୟମ ମୃତ୍ୟୁ,

 କଣ ଆତ୍ମା ପାଇଁ

ନୁହେଁ ପ୍ରଯୁଜ୍ୟ???


ପୁଣି ରହସ୍ୟ, ରହସ୍ୟ ରହସ୍ୟ...!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract