Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବାସନ୍ତୀ ଦେଈ ଶିକ୍ଷୟିତ୍ରୀ, ଖୋର୍ଦ୍ଧା -ଅରୁଣିମା-

Inspirational

3  

ବାସନ୍ତୀ ଦେଈ ଶିକ୍ଷୟିତ୍ରୀ, ଖୋର୍ଦ୍ଧା -ଅରୁଣିମା-

Inspirational

ରାକ୍ଷୀ

ରାକ୍ଷୀ

1 min
177



ଶ୍ରାବଣ ପୂର୍ଣ୍ଣମୀ ବଳଭଦ୍ର ଜନ୍ମ

ଗହ୍ମା ପୁନେଇଁ ପରବ

ରକ୍ଷା ବନ୍ଧନର ଅପୂର୍ବ ଆନନ୍ଦ

ଭାଇ, ଭଉଣୀର ଗର୍ବ

ରେଶମୀ ଡୋରି ର ଫିତା

ରାକ୍ଷୀ ନୁହେଁ ସେ ତ ସ୍ନେହର ବନ୍ଧନ

ଭାଇ ଭଗିନୀ ର ଗାଥା ।


ଅତି ସରାଗରେ ଭଉଣୀ ବାନ୍ଧଇ

ଶୁଭ ମନାସି ଭାଇର

ପର କରିବୁନି କେବେ ତୁ ଭାଇରେ

ମନେ ରଖିବୁ ସତ୍ବର

ଆମେ ଅଂଶ ପିତାମାତାଙ୍କର

ବିଧାତା ଗଢିଛି ଭାଇ ଓ ଭଗିନୀ

ସମ୍ପର୍କ ପାଣିର ଗାର ।



Rate this content
Log in

Similar oriya poem from Inspirational