Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

3  

Bijaya Kumar Swain

Inspirational

ପୁରୁଷ ଜୀବନ ନୁହଁଇ ସହଜଆଜୀବନ ବହେ

ପୁରୁଷ ଜୀବନ ନୁହଁଇ ସହଜଆଜୀବନ ବହେ

1 min
167


ପୁରୁଷ ଜୀବନ ନୁହଁଇ ସହଜ

ଆଜୀବନ ବହେ ଚିନ୍ତା ରୂପୀ ବୋଝ

ପୁରୁଷ ଜୀବନ ନୁହଁଇ ସହଜ

ଆଜୀବନ ବହେ ଚିନ୍ତା ରୂପୀ ବୋଝ।

ପିତା ମାତା ଦାରା ସୁତା ସୁତ ପାଇଁ

ଗୁରୁ ଗୁରୁଜନ ଭାଗିନୀ ଓ ଭାଇ

ସଂସାର ର କାତ ବାହେ ଏକା ହୋଇ।

କାହାର ସେ ପୁଅ କାହାର ସେ ଭାଇ

କାହାର ସେ ପିତା କାହାର ସେ ଜ୍ବାଇଁ

ଦୁନିଆଁ ର ରାଜ ଦାଣ୍ଡେ ଚାଲୁ ଚାଲୁ

ମେରୁଦଣ୍ଡ ତାର ପଡ଼ିଥାଏ ନଇଁ।

ସ୍ବାର୍ଥ ରେ ସ୍ବାର୍ଥ ରେ ଚାଲେ ଏ ଦୁନିଆଁ

ସବୁ ଥିଲେ ଠିକ୍ ପାଏ ବାଃ ବାଃ

ପାନରୁ ଟିକିଏ ଖସି ଗଲେ ଚୂନ

ପୁରୁଷ ଜୀବନ ହୁଏ ହୀନିମାନ


Rate this content
Log in

Similar oriya poem from Inspirational