Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Kar

Romance

3  

Sambit Kar

Romance

ପୁଣି ଥରେ

ପୁଣି ଥରେ

1 min
256


ଆଜି କାହିଁ ପୁଣି ଥରେ ତୁମକୁ

ନୂଆ କରି ଜାଣିବାର ଇଚ୍ଛା ହୁଏ ।


ଚିହ୍ନା ରାସ୍ତାରେ ଆଉ ଥରେ ଅଚିହ୍ନା 

ହେଇ ଦେଖା ହେବାକୁ ମନ ଚାହେଁ ।


ସାଥୀ ହେଇ ପୁଣି ଥରେ ସେ 

ପୁରୁଣା ଗଜଲ ଶୁଣିବାକୁ ଇଚ୍ଛା ହୁଏ ।


ସମୟକୁ ମାଗି ଆଣି ଟିକିଏ ସ୍ଥିରତା

ସ୍ମୃତିରେ ହଜି ଯିବାକୁ ମନ ଚାହେଁ ।


ତୁମକୁ ନୂଆ କରି ଜାଣିବାର ଇଚ୍ଛା ହୁଏ।।



Rate this content
Log in

Similar oriya poem from Romance