Sambit Kar
Abstract Others
ନିଶିଗନ୍ଧା ଫୁଟିକି
ମଉଳି ଗଲା ପରେ,
ତା ବାସ୍ନା କୁ ଝୁରି
ନିଜକୁ ଗାଳି କରୁଥିବା,
ପୌଷ ରାତିର ମହୁଲିଆ ଶୀତର
ଅନୁଭବକୁ ବର୍ଷଯାକ
ନିଜ ବେଡ଼ରୁମରେ ରଖିବାର
ବୃଥା ଜିଦ କରୁଥିବା, ତୁମେ !
କୋଉଠି କେମିତି ହଜିଯାଇଛ
ନା ନିଜର ଅଲଗା ଗୋଟେ ଦୁନିଆ
ତିଆରି କରିସାରିଛ ?
ନିଶିଗନ୍ଧା
ପୁଣି ଥରେ
ଦୀପାବଳି
ସେ ମୁଁ ଆଉ ଶୂନ...
ସ୍ମୃତିର ଓଜନ
ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗରେ ଚନ୍ଦ୍ ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗର...
ବରଷା ବଉଦ ସଜ ବରଷା ବଉଦ ସଜ
କିନ୍ନର ର ଅଭିବ୍ୟକ୍ତି କିନ୍ନର ର ଅଭିବ୍ୟକ୍ତି
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ
ଅଭାଗିନୀ ଅଭାଗିନୀ
କିତ୍ କିତ୍ କିତ୍ କିତ୍
ପାର୍ବଣ ଶେଷରେ ପାର୍ବଣ ଶେଷରେ
ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ମାଆ ହାତେ ଘାଆ ହେଲା ... ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ...
ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ଆସିଛି ଶରଦ କ ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ...
ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି। ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି।
ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ
ସ୍ଵାଗତ ନବ ସକାଳର ସ୍ଵାଗତ ନବ ସକାଳର
ବାହ୍ୟ ଚାକଚକ୍ୟ ଅନ୍ତର କାନ୍ଦଇ ନିଃସଙ୍ଗତା ମଧୁବନେ ପାଉଁଶ ତଳର ସ୍ବପ୍ନ ଚେତିଉଠେ ଜଗାଇ ବେଦନା ମନେ ... ବାହ୍ୟ ଚାକଚକ୍ୟ ଅନ୍ତର କାନ୍ଦଇ ନିଃସଙ୍ଗତା ମଧୁବନେ ପାଉଁଶ ତଳର ସ୍ବପ୍ନ ଚେତିଉଠେ ଜଗ...
ପୁତ୍ରର ବିଳାପ ପୁତ୍ରର ବିଳାପ
ବସନ୍ତର ଶେଷରାଗ କ୍ଷୀଣ ହେବା ପରେ ଶ୍ରାବଣର ଶେଷ ବୁନ୍ଦା ଝରିଗଲା ପରେ ନିଦାଘର ବିଳମ୍ବିତ ତୃଷାର୍ତ୍ତ ବସନ୍ତର ଶେଷରାଗ କ୍ଷୀଣ ହେବା ପରେ ଶ୍ରାବଣର ଶେଷ ବୁନ୍ଦା ଝରିଗଲା ପରେ ନିଦାଘର ବିଳମ୍ବିତ...
ଧନ୍ୟ ତୁମେ କବି କଲମ ମୁନରେ ଆଣି ପାର ତୁମେ କ୍ରାନ୍ତି, ପଦରେ ପଦରେ ନିଆସି ମନରେ ଭରି ପାର ପୁଣି ଶାନ ଧନ୍ୟ ତୁମେ କବି କଲମ ମୁନରେ ଆଣି ପାର ତୁମେ କ୍ରାନ୍ତି, ପଦରେ ପଦରେ ନିଆସି ମନରେ ଭରି ପାର ପ...
ହଟିଯାଉ ସବୁ ସଂସାରୁ କଳୁଷ ଅଜ୍ଞାନତା ପାଉ ଲୋପ ।। ହଟିଯାଉ ସବୁ ସଂସାରୁ କଳୁଷ ଅଜ୍ଞାନତା ପାଉ ଲୋପ ।।
ସତ୍ୟ ବଚନ ସତ୍ୟ ବଚନ
କବି କବି
ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ