STORYMIRROR

Sambit Kar

Abstract

3  

Sambit Kar

Abstract

ଦୀପାବଳି

ଦୀପାବଳି

1 min
459

ଆଲୁଅର ସମାହାରେ

ଅନ୍ଧାରର ଲୁଚକାଳି,

ଜୀବନର ପଥପ୍ରାନ୍ତେ

ସ୍ୱପ୍ନର ଛକାପଞ୍ଝା,

ଅସମାପ୍ତ କାହାଣୀରେ

ସମାପ୍ତିର ଜିଜ୍ଞାସା,

ଅବିରତ ଯାତ୍ରାପଥେ

ବିଶ୍ରାମର ପ୍ରତ୍ୟାଶା ।।



Rate this content
Log in

Similar oriya poem from Abstract