STORYMIRROR

Pramod Kumar Jena

Comedy

2  

Pramod Kumar Jena

Comedy

ପତ୍ନୀ – 2

ପତ୍ନୀ – 2

1 min
2.5K


ହୋଇଥାଉ ପଛେ    ତାଲା ଯେତେ ବଡ

ଚାବି ତ ତା ଠାରୁ ଛୋଟ

ମହାବଳ ବାଘ        ବାହାରେ ହୋଇଲେ

ସ୍ତ୍ରୀ ହାତେ ଥାଏ ଛାଟ

ପ୍ରମୋଦ କୁମାର ଜେନା ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy