STORYMIRROR

Smruti Sephali Meher

Tragedy

3  

Smruti Sephali Meher

Tragedy

ପ୍ରତାରଣା

ପ୍ରତାରଣା

1 min
150


ଏକା ଏକା ସାଗର ତୀରେ

ତାେଳିଥିଲି ବାଲିଘର

ଆସିବ ବଲି ତୁମେ 

ଅପେକ୍ଷା କଲି ବାରମ୍ବାର 

ଦିନ ପରେ ଦିନ ବିତି ଚାଲିଥିଲା 

ତୁମକୁ ଅପେକ୍ଷା କରି 

ଖାଲି ଅଶ୍ରୁ ଝରୁଥିଲା 

କେତେ ପାଷାଣ ଏ ମଣିଷ ହୃଦୟ 

ଦୂର କରିଦେଲା ମାେ ପ୍ରିୟର ସହର 

ତୁମକୁ ଦେଖିବାକୁ ଆଖି ପାଉନାହିଁ

 କହନ୍ତି ସଭିଏଁ ଆକାଶରେ ଥିବ ରହି 

ଆକାଶ ତ ବହୁ ଦୂର ପାରିବିନି ଏକା ଯାଇ

 ଅପେକ୍ଷା କରିବି ତୁମକୁ ସାତଜନ୍ମ ପାଇଁ 

ଯେବେ ତୁମେ ଫେରିବ ପାଖକୁ ମାେହର 

ଯିବାକୁ ଦେବିନି ମୁଁ ଆଉ ବହୁ ଦୂର

 ସାକ୍ଷୀ ହାେଇ ରହିବ ଆମ ପ୍ରେମ ବାଲିଘର

 ଦେବତା ରୂପେ ତୁମକୁ ପୂଜିବି ଏଥର ।

                 

                     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy