ପ୍ରଜାପ୍ରତି
ପ୍ରଜାପ୍ରତି
ଇଚ୍ଛା ମୋର ହବା ପାଇଁ,
ତୁମ ପରି ସାଥି,
ଉଡ଼ି ବାକୁ ନୀଳାକାଶେ ମନ ଭରି,
ଏ ଫୁଲରୁ ସେ ଫୁଲ ଉଡି ବୁଲୁଥିବି,
ମନ କିଣୁଥିବି ହେଇ ଆପଣାର।
ରଗଂ ବେରଗଂର ବସ୍ତ୍ର ପିନ୍ଧି,
ହେଉଥିବି ସଜବାଜ,
ନାନା ଜାତି ଫୁଲ ସାଥେ,
ବସୁ ଥିବି ମିତ,
ଫୁଲର ମହକ କରୁଥିବି ଅତର,
ମନ ମୋର କହେ,
ହବା ପାଇଁ ତୁମ ପରି।
ଖୋଲା ଆକାଶର ମୁକ୍ତ ପ୍ରାଣୀ।
