STORYMIRROR

Dillip Kumar Mandal

Romance

2.5  

Dillip Kumar Mandal

Romance

ପ୍ରିୟୁ ତମେ ଆସିଥିଲ

ପ୍ରିୟୁ ତମେ ଆସିଥିଲ

1 min
766


ପ୍ରିୟୁ ତମେ ଆସିଥିଲ କାଲି ରାତିରେ

ନିଦରୁ ଉଠେଇ ପାଖରେ ବସେଇ

ଆଙ୍କିଲ ଚୁମ୍ବନ ଓଠରେ

ପ୍ରେମ ଭରା କଥା କହିଥିଲ ମୋତେ

ସୁଆଇକି ତମ କୋଳରେ

ସକାଳୁ ଉଠିଲି ନିଜକୁ ଦେଖିଲି

ଶୋଇଥିଲି ଖଟ ଉପରେ

ପରେ ଜାଣିଲି ମୁ ସ୍ବପ୍ନ ଥିଲା ସବୁ

ହୋଇନାହିଁ କିଛି ସତରେ

ପ୍ରିୟୁ ତମେ ଆସିଥିଲ କାଲି ରାତିରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance