STORYMIRROR

Santosh Kumar Ojha

Romance Fantasy

3  

Santosh Kumar Ojha

Romance Fantasy

ପ୍ରିୟା

ପ୍ରିୟା

1 min
114


ଧର୍ଯ୍ୟ ନାହିଁ ଆଉ

ଧରଣୀ ରାଣୀର

ଧରି ରଖି ପାରିବାର ,

ଧରାଧରି ହେଇ

ଅପ୍ସରା ଆସନ୍ତି

ନେଇଯିବେ ଇନ୍ଦ୍ରପୁର ।

ନାହିଁ ମର୍ତ୍ତ୍ୟରେ ତୁମର ସ୍ଥାନ,

କୋଟିଏ ସୁନ୍ଦରୀ

ଗୋଟିଏ ସ୍ବର ରେ

କଲେ ତୁମ ଜୟ ଗାନ ।

ତେଜି ସବୁ ମାନ ଅଭିମାନ ,

ଦେବ ଅଂଶୀ ତୁମେ

ଦେବତାଙ୍କ ଲାଗି

ଦେବତାଙ୍କ ଅନ୍ବେଷଣ ,

କୁହ, ପାଇବିକି ଟିକେ ଆଲିଙ୍ଗନ ପ୍ରିୟା ।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance