Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Romance Fantasy

3  

Santosh Kumar Ojha

Romance Fantasy

ପ୍ରିୟା-୧୬

ପ୍ରିୟା-୧୬

1 min
176


ଚମ୍ପାକୁ ଚୁମେନି

ଭ୍ରମର ସେଦିନୁ

ଭ୍ରମରେ ତୁମକୁ ଦେଖି ,

ଚନ୍ଦ୍ରିକା ଆଉ

ଦିଶୁନି ଆକାଶେ

ଚନ୍ଦ୍ରମା ଯାଏ ଶୁଖି ।


ଚକୋର-ଚକୋରୀ

ଅଭିଶପ୍ତ ଯେଣୁ

ତମେ ରାତିରେ ରଚିଲ ରତି ,

ଚନ୍ଦ୍ରସେଣା ଲୁଚି

ଦେଖୁ ଥିଲା ବୋଲି

ପାଇଲାନି ରାଧା ପ୍ରୀତି ।


ଅଦିନରେ ଯେଉଁ ଚମକେ ବିଜୁଳି

ବିଜୁଳି ନୁହେଁ ସେ ଜୁଇ ଯାଏ ଜଳି

କୋଟିଏ ସୁନ୍ଦରୀ ଗୋଟିଏ ଜୁଇରେ

ଦେଇ ଦେଲେ ଆତ୍ମାହୁତି ,

ତମେ ଅପରୂପା ହୈମବତୀ

କୁହ ପାଇବି କି ତୁମ ପ୍ରୀତି ।


Rate this content
Log in

Similar oriya poem from Romance