STORYMIRROR

Santosh Kumar Ojha

Romance Fantasy

4  

Santosh Kumar Ojha

Romance Fantasy

ପ୍ରିୟା-୧୪

ପ୍ରିୟା-୧୪

1 min
404


ଗଗନେ ଗର୍ଜୁଛି ବରଷା ରାଣୀ

ଗିରି ଶୃଙ୍ଗେ କାନ୍ଦେ ଗିରି ନନ୍ଦିନୀ ଯେ

ଝରି ଯାଏ ଅଶ୍ରୁ ହେଇ ଝରଣା ,

ସଖି ମାନେ ଯହିଁ ନଦ ନଦୀ ହେଇ

ସାଗରେ ହାରିଲେ ନିଜ ଠିକଣା ।

ରାଧା ହେଲେ ବାଟ ବଣା

ବିଧି ବିଧାନକୁ କରି ଘୃଣା

ବୃଷଭାନୁ ସୁତା କୃଷ୍ଣର ପ୍ରେମିକା

ହୁଏ ବଡ଼ ହୀନିମାନ 

ସେ ନୁହେଁ ତୁମ ସମାନ

ତୁମେ ତ୍ରିଭୁବନ ମନ ମୋହିନୀ 

କୁହ, କେବେ ହେବ ମୋର ପ୍ରାଣ ସଙ୍ଗିନୀ ?

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance