Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramajyoti Sahu

Inspirational

3  

Ramajyoti Sahu

Inspirational

ପରିବାର

ପରିବାର

1 min
207


ଭାଇ ଭଉଣୀ, ଅଜା ଆଈ ତାଙ୍କରି ମେଳ,

ପରିବାର ସୁନ୍ଦରତା କୁ କରେ ସରଳ,

ପ୍ରେମ ତାଙ୍କ ସତେ କେତେ ନିଆରା

ଲକ୍ଷ୍ୟ ପଥେ ଗଲେ ନେଇ ତାଙ୍କ ଆଶିର୍ବାଦ

କାର୍ଯ୍ୟ ହୁଏ ସଦା ସର୍ବ ସଫଳ ।

ପରିବାର ମୂଳ ମନ୍ତ୍ର ହେଉଛି ମାତା ପିତା,

ସେହି ସ୍ନେହ ମମତାର ଭଣ୍ଡାର,

ଆନନ୍ଦ ଲହରୀ ର ସାଗର,

ତାଙ୍କଠୁ ସୃଷ୍ଟି ହୁଏ ଏ ପରିବାର ଶବ୍ଦ,

ଦୁଃଖ ସୁଖର ସାଥୀ ସେମାନେ

ତାଙ୍କ ବିନା ଜୀବନ ପାଲଟିଥାଏ ନୀରବ ।

ସଂସାର ମଧ୍ୟେ ରହି ପରିବାର ସାଥେ ଥାଇ

ଦୁଃଖ ର ଛାଇଁ ସାଉଁଟେ ନାହିଁ,

ଅନୁଭବ ହୁଏ ସ୍ୱର୍ଗ ଭଳି ଏଠାରେ

ପରିବାରର ଆଶିର୍ବାଦ ସାଥେ ଥିଲେ ମୁହିଁ ।



Rate this content
Log in

Similar oriya poem from Inspirational