Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramajyoti Sahu

Inspirational

3  

Ramajyoti Sahu

Inspirational

ଗଛର ମହାନତା

ଗଛର ମହାନତା

1 min
211


ପୃଥିବୀର କେବଳ ଏହି ସ୍ୱର,

ବୃକ୍ଷ ଲଗାଅ ବାରମ୍ବାର ।

ବଞ୍ଚାଏ ସେ ପ୍ରାଣୀ ଜୀବନକୁ,

ଅମୂଲ୍ୟ ଅମ୍ଳଜାନ ଦେଇ ସଭିଙ୍କୁ ।

ଆସ ମିଳିମିଶି ଚେଷ୍ଟା କରିବା,

ଏ ପୃଥବୀକୁ ସବୁଜ କରିବା ।

ଗଛଲତାର ଯତ୍ନ ନେବା ,

ନ ହେଲେ ପ୍ରାଣୀ ଜୀବନ ହାରିବା ।

ଛାଇ ଦିଏ ଫଳ ଦିଏ, ଦିଏ ଶାନ୍ତି

ଗ୍ରୀଷ୍ମ ମାସେ ଗଛ ଦିଏ ମଥାପାତି ।

ଆମ ଖୁସି ପାଇଁ ସେହୁ ଦିଏ ବଳିଦାନ,

ବଜାୟ ରହେ ତାର ସ୍ୱାଭିମାନ ।

ଆସ ଆସ ଏ ପ୍ରତିଜ୍ଞା କରିବା,

ବୃକ୍ଷ ଉପକାର କେବେ ନ ଭୁଲିବା ।


Rate this content
Log in

Similar oriya poem from Inspirational