Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramajyoti Sahu

Inspirational

3  

Ramajyoti Sahu

Inspirational

ମୁଁ ନଦୀ ଅଟେ

ମୁଁ ନଦୀ ଅଟେ

1 min
183


      

ପ୍ରକୃତି କୋଳରେ ମୁଁ ବହିଯାଏ ,

ମୋର ସାହସ ରେ ପର୍ବତ ଭାଙ୍ଗି

ସରଳ ଭାବରେ ମୁଁ ବହିଯାଏ ।

ମୁଁ ନଦୀ ଅଟେ ।

ଝଡ଼ ହଉ ଅବା ତୋଫାନ

ଆସୁ ଯେତେ ବାଧା ବିଘ୍ନ

ନ ହରାଇ ମୁଁ ମୋ ସ୍ୱାଭିମାନ ,

ସାହସ ସହିତ ସବୁ ସହିଯାଏ ।

ଏହା ମୋ ଜୀବନର ସାର

ମୋ କର୍ତ୍ତବ୍ୟରେ ମୁଁ ହୁଏ ଅଗ୍ରସର

ଅଟକାଇ ନାହିଁ କିଏ ମୋତେ ଆଜିଯାଏଁ

କେଉଁଠାରେ ଗଭୀର ତ କେଉଁଠି ପତଳା

କଳ କଳ ହୋଇ ମୁଁ ସରଳେ ମୁଁ ବହିଯାଏ ।

ମୁଁ ନଦୀ ଅଟେ ।


Rate this content
Log in

Similar oriya poem from Inspirational