STORYMIRROR

Arun Kumar Mohanty

Comedy Romance Inspirational

4  

Arun Kumar Mohanty

Comedy Romance Inspirational

ପ୍ରେମିକା ବନାମ ଘରଣୀ

ପ୍ରେମିକା ବନାମ ଘରଣୀ

1 min
14

ପ୍ରେମିକା କହୁଛି  ଅତି ସରାଗରେ 

ନିଶ ଆଉ ତୁମେ ରଖନା 

ଘରଣୀ କହୁଛି  ନିଶ ବିନା ତୁମ

 ମୁହଁ ଜମା ଭଲ ଦିଶେନା  ।।


ପ୍ରେମିକା କହୁଛି   ମୋତେ ଛାଡ଼ି ତୁମେ 

କେଉଁଠି କୁ ଆଉ ଯାଅନା 

ଘରଣୀ କହୁଛି  ଭାରି ଅସୁବିଧା 

ଘରେ ଆଉ ବସି ରୁହନା ।।


ପ୍ରେମିକା କହୁଛି ଦେଖୁଥାଅ ମୋତେ 

ଅପଲକ ତୁମ ନୟନେ 

ଘରଣୀ କହୁଛି ଶୋଇପଡ଼ ଆସ 

ଉଠିବାକୁ ହେବ (କାଲି) ସକାଳେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy