ପ୍ରେମ
ପ୍ରେମ
ଯେଉଁଠି ତୁମେ ନାହଁ ସେଠି ଜୀବନ ନାହିଁ,
ଯେଉଁଠି ଜୀବନ ନାହିଁ ସେଠି ପ୍ରେମ ନାହିଁ
ଯେଉଁଠି ପ୍ରେମ ନାହିଁ ସେଠି ସଂସାର ନାହିଁ।
ତୁମକୁ ନେଇ ମୋ ସଂସାର ତୁମକୁ ନେଇ ମୋ ଦୁନିଆ
ତାକୁ ବାଦ ଦେଲେ ସବୁ ଅର୍ଥହୀନ
ତୁମେ ହିଁ ମୋ ପ୍ରତ୍ୟାଶା ପ୍ରତିଶ୍ରୁତି, ପ୍ରେରଣା ।
ଯେଉଁଠି ତୁମେ ନାହଁ ସେଠି ଜୀବନ ନାହିଁ,
ଯେଉଁଠି ଜୀବନ ନାହିଁ ସେଠି ପ୍ରେମ ନାହିଁ
ଯେଉଁଠି ପ୍ରେମ ନାହିଁ ସେଠି ସଂସାର ନାହିଁ।
ତୁମକୁ ନେଇ ମୋ ସଂସାର ତୁମକୁ ନେଇ ମୋ ଦୁନିଆ
ତାକୁ ବାଦ ଦେଲେ ସବୁ ଅର୍ଥହୀନ
ତୁମେ ହିଁ ମୋ ପ୍ରତ୍ୟାଶା ପ୍ରତିଶ୍ରୁତି, ପ୍ରେରଣା ।