STORYMIRROR

Abismita Mishra

Classics Inspirational

3  

Abismita Mishra

Classics Inspirational

ପ୍ରେମ ..

ପ୍ରେମ ..

1 min
177

ପ୍ରେମ ହେଇ ଥାଇ ପାରେ ଦୁଇ ଅକ୍ଷର ବିଶିଷ୍ଟ ଶବ୍ଦ ,

ଏହା କେତେ ବେଳେ ପ୍ରେମ ପୁଣି ପ୍ରତାରଣା ରୁ କ୍ରୋଧ ।

ପ୍ରେମ ଏହା କେତେ ବେଳେ ଛଳ ନା ପୁଣି ପ୍ରତାରଣା ,

ଏହା ଦେଇ ଥାଏ ମିଠା ଯନ୍ତ୍ରଣା ।

ଯାହା ସହଜ ରେ ମିଳି ଯାଏ ତାହା ନୁହେଁ ପ୍ରକୃତ ପ୍ରେମ ,

ଯାହା ଯନ୍ତ୍ରଣା ରେ ସୁଖ ଦିଏ ସେ ଚିରନ୍ତନ 

ଯେମିତି ରାଧା ଓ ଶ୍ୟାମ ।

ମାଆ ର ପ୍ରେମ ଛୁଆ ଙ୍କ ଖୁସି 

ବାପା ଙ୍କ ପ୍ରେମ ଅନୁଶାସନ ,

ଭାଇ ର ପ୍ରେମ ରାକ୍ଷୀ 

ଭଉଣୀ ପ୍ରେମ ସାକ୍ଷୀ ।

ସାଙ୍ଗର ପ୍ରେମ ସାରା ଜୀବନ 

ସ୍ତ୍ରୀର ପ୍ରେମ ଜନ୍ମ ମରଣ ,

ସବୁଠୁ ବଡ ଏଇ ସଂସାର

ସତ୍ୟ ସୁନ୍ଦର ଶାଶ୍ୱତ ଚିରନ୍ତନ ପରମେଶ୍ୱର ।



Rate this content
Log in

More oriya poem from Abismita Mishra

Similar oriya poem from Classics