STORYMIRROR

Abismita Mishra

Classics

3  

Abismita Mishra

Classics

ମାଆ

ମାଆ

1 min
153

ଦଶମାସ ଗର୍ଭରେ ରଖି କଷ୍ଟ ଯେ ଶହେ 

ମାଆ ଛଡା ଆଉ ହେବ ସେ କିଏ ।


ନିଜ ଛାତି ଚିରି କ୍ଷୀର ଖୁଆଏ ଯିଏ 

ମା ଛଡା ଆଉ ହେବ ସେ କିଏ ।


ମା ଭଲ ପାଇବାରେ ନଥାଏ ଛନ୍ଦ 

ପ୍ରଥମେ ଖୁସିରେ ଲୁହ ଝରାଏ ଦେଖି ଛୁଆର କାନ୍ଦ ।



Rate this content
Log in

More oriya poem from Abismita Mishra

Similar oriya poem from Classics