STORYMIRROR

Dr.Prativa manna

Abstract

2  

Dr.Prativa manna

Abstract

ପ୍ରେମ

ପ୍ରେମ

1 min
3.1K

ପ୍ରଥମ ପ୍ରେମକୁ

ଭୁଲି ପାରୁନି

ଆଜି ବି ମନେ ପଡିଯାଏ

ତା ସହ ବିତି ଥିବା

ସବୁ ସ୍ମୃତି

ଦିନେ ଭାବୁଥିଲା

କେତେ ନିଜର

ମୁଁ ତାର

ଆଜି କରିଦେଲା

ସାତ ପର

ସମୟ ସାଥେ

ସବୁ ଭୁଲିଗଲା

ମୋ ଆଖିରେ

ଲୁହ ଭରି

ଖୁସିରେ ଦିନ

ବିତେଇଲା


Rate this content
Log in

Similar oriya poem from Abstract