STORYMIRROR

Bhakta Malla

Romance

2  

Bhakta Malla

Romance

ପ୍ରେମ

ପ୍ରେମ

1 min
14K


[ ୧ ]

ତୁମେ କହିଥିଲ !

ପ୍ରେମ

ପ୍ରାପ୍ତି ଓ ପ୍ରତ୍ୟାଶାର

ଏକ

ଅଲିଖିତ ଇସ୍ତାହାର ।।

[ ୨ ]

ତୁମେ କହିଛ !!

ପ୍ରେମ

ପ୍ରୀତି ଆଉ ପ୍ରତ୍ୟେୟର

ଏକ

ନିରୁକ୍ତ କାମନା ।।

[ ୩ ]

ତୁମେ ଏବେ କହୁଛ !!!

ପ୍ରେମ

ଦୁଇଟି ହୃଦୟର

ଏକ

ଅବ୍ୟକ୍ତ ବୁଝାମଣା ।।

[ ୪ ]

ମୁଁ କୁହେ --

ପ୍ରେମ

ଏ ସବୁ କିଛି ନୁହେଁ ,

ଏକ

ବିଶୁଦ୍ଧ ଲୋଡିବା ପଣ

ଶୁଦ୍ଧ ସମର୍ପଣ ।।


ଶ୍ରଦ୍ଧା ର ସହ

ଭକ୍ତ ଚରଣ ମଲ୍ଲ

12th Oct. 2017.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance