STORYMIRROR

ବିଦ୍ୟାଧର ପଣ୍ଡା ଲେଖକ

Romance

3  

ବିଦ୍ୟାଧର ପଣ୍ଡା ଲେଖକ

Romance

ପ୍ରେମ ପ୍ରଶ୍ନ

ପ୍ରେମ ପ୍ରଶ୍ନ

1 min
187

ପ୍ରେମ କି

ମାଟି ଫଟାଇ 

ମୁଣ୍ଡ ଟୁଙ୍ଗାରିଥିବା

କଅଁଳ ଗଜାର 

ଅବିଛିନ୍ନ ଦ୍ବିପତ୍ର?

ପ୍ରେମ କି

ସମ୍ଭାବନାର

ନବ ଦିଗନ୍ତ ଯାଏଁ

ପ୍ରସରିବା ସ୍ବପ୍ନର

ଅର୍ଦ୍ଧ ପରିକଳ୍ପିତ ଚିତ୍ର!


Rate this content
Log in

Similar oriya poem from Romance