STORYMIRROR
ଅଫୁଟା ଫୁଲ
ଅଫୁଟା ଫୁଲ
ଅଫୁଟା ଫୁଲ
ଅଫୁଟା ଫୁଲ
ଫୁଲଟିଏ ମୁଁ ଯେ
ଫୁଟିନି ଏ ଯାଏଁ,
କୋମଳ କଳିକା
ରୂପଟି କି' ସୁନ୍ଦର।
କେହି ଜାଣିବେନି
ଯନ୍ତ୍ରଣା ଛାତି ତଳର।
କଣ୍ଟକିତ ଆହା କେତେ
ଅଲୋଡ଼ା ଜୀବନ ମୋର।
ଫୁଟିଥିଲେ ଅବା
ପାଇଥାନ୍ତି କେବେ
କାହାଠୁ ଟିକେ ଆଦର!
ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍
More oriya poem from ବିଦ୍ୟାଧର ପଣ୍ଡା ଲେଖକ
Download StoryMirror App