STORYMIRROR

ବିଦ୍ୟାଧର ପଣ୍ଡା ଲେଖକ

Inspirational

2  

ବିଦ୍ୟାଧର ପଣ୍ଡା ଲେଖକ

Inspirational

ଦୀପାବଳି

ଦୀପାବଳି

1 min
150

ଆଲୋକର ଦୀପ ଜାଳିବା

ଆମ ମନକୁ କରି ନିର୍ମଳ।

ଜଳିଜଳି ଯିବା ବଳିତା ପରି

ଆଲୋକିତ କରି ଦୀପ-ତଳ।

ଅନ୍ଧାରର ଆଶଂକାରେ କେବେ

ଡରି ମରି ପଡିଲାନି ଥକି,

ସ୍ନେହର ଆଲୋକ ବାଣ୍ଟି ବାଣ୍ଟି

ଦୀପ ପରି ସତେ ହେବା କି?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational