STORYMIRROR

ବିଦ୍ୟାଧର ପଣ୍ଡା ଲେଖକ

Romance

3  

ବିଦ୍ୟାଧର ପଣ୍ଡା ଲେଖକ

Romance

ପାଣ୍ଡୁଲିପି

ପାଣ୍ଡୁଲିପି

1 min
176

ପ୍ରେମ

ଅକୁହା ଭାଷାର

ଧୁନି ତତ୍ତ୍ବ ଶୂନ୍ୟ 

କ୍ଲିଷ୍ଟ କୀଳକ ଲିପି।

ପ୍ରେମ

ନୂଆ ଛନ୍ଦେ ବନ୍ଧା

ଜୀବନ୍ତ ଭାଷାର 

ଅଛପା ପାଣ୍ଡୁଲିପି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance