STORYMIRROR

Bedaprakash Nayak

Romance

2  

Bedaprakash Nayak

Romance

ପ୍ରେମ ହେଲେ ବର୍ଷା ହୁଏ

ପ୍ରେମ ହେଲେ ବର୍ଷା ହୁଏ

1 min
14.5K


ପ୍ରେମ ହେଲେ ବର୍ଷା ହୁଏ

ଅଦିନିଆ ଋତୁରେ

ପ୍ରେମ ହେଲେ ଇର୍ଷା ହୁଏ

ଆନମନା ମନରେ,

ପ୍ରେମ ହେଲେ ଖୁସି ଲାଗେ

ଯେତେ ଦୁଖଃ ଛୁଆଁରେ

ପ୍ରେମ ହେଲେ ଶୀତ ଲାଗେ

ରାଜଧାନୀ ଖରାରେ,

ପ୍ରେମ ହେଲେ ହସ ଫୁଟେ

ଲାଜକୁଳା ଓଠରେ

ପ୍ରେମ ହେଲେ ମନ ଝୁରେ

ତା ଫେରିବା ବାଟରେ।



®ବେଦପ୍ରକାଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance