STORYMIRROR

Bedaprakash Nayak

Inspirational Others

2  

Bedaprakash Nayak

Inspirational Others

ପରିବେଶ ସୁରକ୍ଷା ଦିବସ

ପରିବେଶ ସୁରକ୍ଷା ଦିବସ

1 min
13.9K


କେତେ ବୁହାଇବୁ

ଗଛର ରକତା

ଗଢି ବଢାଇବୁ

ଶିଳ୍ପ ଜଗତ ।।

କଥାଟିଏ ମୋର

ମାନିନେ ମିତ

ଗଛଟିଏ ଥିଲେ

ସଭିଙ୍କ ହିତ ।।

ଭଲ ପରିବେଶ

ସୁରକ୍ଷା ପଥ

ରକ୍ଷା ପାଇଁ ତାର

ନେ ଶପଥ ।।

ଟଙ୍କା ପୁଳା ପୁଳା

ନଥିବ ଭାତ

ବେଳ ଥାଉ ଥାଉ

ହେଜ ଭକତ ।।

ଆ ଦେଖିବୁ ଆ

ଶିଳ୍ପ ବିପ୍ଲବ ନାଁରେ

ବଳିଦାନ ଦେଇଥିବା

କୁଢ କୁଢ

ଅଧା ପୋଡା

ଗଛ ମାନଙ୍କ ଶବକୁ

ନୂଆ ଗାଁର

ସମୁଦ୍ର ପଠାର

ସବୁଜ ଶ୍ମଶାନରେ ।।

ନିରେଖି ଦେଖିଲେ

ଶବ ପଲଟି ଯିବୁ ତୁ ।।


రచనకు రేటింగ్ ఇవ్వండి
లాగిన్

Similar oriya poem from Inspirational