STORYMIRROR

Saroj Kumar Sahoo

Romance

2  

Saroj Kumar Sahoo

Romance

ପ୍ରେମ ଏକ ଅନୁଭୁତି

ପ୍ରେମ ଏକ ଅନୁଭୁତି

1 min
81

ପ୍ରେମ ଶୁଣିବାକୁ ଅତି ସୁନ୍ଦର ଲାଗେ ସତ

ହେଲେ ଅନେକ ଯନ୍ତ୍ରଣା ଥାଏ

ଜୀବନରେ ଏମିତି ଅନେକ ଯନ୍ତ୍ରଣା ଥାଏ

କିନ୍ତୁ ପ୍ରେମ ଯନ୍ତ୍ରଣା ଅନେକ ଆଘାତ ଦିଏ

ଦୁନିଆ ଆଗରେ ପ୍ରେମ ଆନନ୍ଦ ମୟ

ହେଲେ ଅନେକ ଯନ୍ତ୍ରଣା ଅନୁଭବ କରିବା କୁ ପଡେ

ପ୍ରେମ ଭାଷା ବୁଝିବା କେତେ ଯେ କଷ୍ଟ

ତାହା ପ୍ରେମ ରେ ପଡ଼ିଥିବା ଲୋକ ହଁ ବୁଝେ

ପ୍ରେମ ଅର୍ଥ ଶୁଣିବାକୁ ସୁନ୍ଦର ହେଲେ ଅନେକ ଯନ୍ତ୍ରଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance