STORYMIRROR

Saroj Kumar Sahoo

Others

3  

Saroj Kumar Sahoo

Others

ଇଛା ଆଉ ଥରେ ନେବାକୁ ମଣିଷଜନ୍ମ

ଇଛା ଆଉ ଥରେ ନେବାକୁ ମଣିଷଜନ୍ମ

1 min
186

 

ଛୁଆ ଟିଏ ହୋଇ ଜନ୍ମ ନେଇଥିଲି

ଏହି ସମାଜରେ ଦିନେ!! 

ଏହି ସମାଜ ରୁ ଅନେକ କିଛି ପାଇଛି

ହୋଲେ ହରାଇଛି ଅନେକ!! 

ପାଇବିକି ନାହିଁ ତାହା ମୁଁ ଜାଣେନା

ଜେତିକି ମୁଁ ପାଈଛି ତାକୁ

ମୋ ଜୀବନର ଏକ ଅମୂଲ୍ୟ ସମ୍ପଦ 

ଭାବେ ଭାଗ୍ୟରେ ନେଇ ଯାଉଛି !!

ଯାଣେନା ମୁଁ ଆଉ ପାଇଁ ବିକି ନାହିଁ ମଣିଷ ଜନ୍ମ

ହୋଲୋ ଇଶ୍ବରଙ୍କ ପାଖରେ ପାର୍ଥନା !!

ମୁଁ କରିବି ମଣିଷ ଜନ୍ମ ନେବା ପାଇଁ 

ଆହା କେଡେ ସୁନ୍ଦର ଏହି ସଂସାର !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍