STORYMIRROR

Saroj Kumar Sahoo

Romance Classics

3  

Saroj Kumar Sahoo

Romance Classics

ମୁଁ ବି ଜିଇଁବାକୁ ଚାହେଁ

ମୁଁ ବି ଜିଇଁବାକୁ ଚାହେଁ

1 min
203


ଜୀବନ ଟା ଏକ ଅଙ୍କା ବଙ୍କା ନଦୀସୂତ ପରି

କିଛି ଦୁଃଖ କିଛି ଖୁସି ନେଇ ଜିଇଁବାକୁ ହୁଏ !


ଜାଣେନା ମୁଁ ମାନ ଅଭିମାନ 

        ଟିକେ ଖୋଜେ ମୁଁ ଖୁସି

ଦୁନିଆ ପଛେ ମତେ କରୁ ପର 

        ମୁଁ ଭାବୁଛି ସବୁ ମୋ ଆପଣା ର.

ଜାଣେନାହିଁ ମୁଁ ସମାଜ

         ମତେ କେଉଁ ଆଡେ ନବ

ଏତିକି ମୁଁ ଜାଣେ ଜିଇଁବାର 

           କିଛି ଠିକଣାଥିଵ.


ବାସ୍ତବ ଜୀବନରେ ଜିଇଁଵା କେତେ କଷ୍ଟ 

ଭାଵି ନଥିଲି ମୁଁ ସମୟ ମେ ସହିତ ଖେଳିବ ଏମିତି ଖେଳ 


ସ୍ନେହ ପ୍ରେମ ଆପଣାର ଖୁସି କୁ ମୁଁ 

             ଜାବୁଡି ଧରିବାକୁ ମୁଁ ଚାହେଁ 

ଫୁଲ ପରି ମୁଁ ବସିବାକୁ ଚାହଁ

         ଭଁର ପରି ଏ ଡାଳରୁ ସେ ଡାଳ କୁ ଉଡ଼ିବାକୁ ଚାହେଁ 

ଜୀବନ ର ଯନ୍ତଣା ରୁ ମୁଁ ବାହାରି 

            ଖୁସି ରେ ଜିଇଁବାକୁ ଚାହେଁ... 

ଅନେକ ସଂଘର୍ଷ ଇଏତ ମୋ ଜୀବନ 

           ମୋ ଜୀବନର ର ଚଲାପଥ 

କୃଷୁମିତ ପୁଷୁମିତ ହେଉ...

ମୁଁ ବି ଜିଇଁବାକୁ ଇଛା କରେ

          ମୁଁବି ଜିଇଁବାକୁ ଚାହେଁ ! 

     




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance