STORYMIRROR

Amitav Sahu

Romance

1  

Amitav Sahu

Romance

ପ୍ରେମ- ୮

ପ୍ରେମ- ୮

1 min
114

ସମ୍ପର୍କ କହିଲେ

ତୁମେ ବୁଝ

ମିଳନ ଅବା

ମିଳିତ ହେବାର ଆନନ୍ଦ

ହେଲେ

ଯେତିକି ମୁଁ ବୁଝିଛି

ତାହା ସଂପୂର୍ଣ୍ଣ ଭିନ୍ନ ।


ପ୍ରେମ ଓ ପ୍ରଜ୍ଞାର

ଅନ୍ୟ ନାମ

ହୃଦୟ ଭିତରେ

ହୃଦୟର ପରିଭାଷାକୁ

ବୁଝିପାରୁଥିବା

ଗୋଟେ ନିଷ୍କପଟ ମନ ।।


Rate this content
Log in

Similar oriya poem from Romance