STORYMIRROR

Sarat Jal

Inspirational

2  

Sarat Jal

Inspirational

ଫୁଲ

ଫୁଲ

1 min
3.2K



ଫୁଟିଲା ଫୁଲ ତୁ ଫୁଟି ମହକୁଛୁ

ମହକିବା ତୋର ଧର୍ମ

ପରକୁ ପରଶି ଜୀବନ କଳିକା

କରୁଛୁ ମହତ କର୍ମ ॥

ହସି ହସାଉଛୁ ଜଗତଜନକୁ

ନାନାରଂଗ ଦେହେ ମାଖି

କ୍ଷୁଦ୍ର ହେଲେ ମଧ୍ୟ ବିରାଟ ଗୁଣକୁ

ହୃଦୟରେ ଅଛୁ ରଖି ॥


ଶରତ ଚନ୍ଦ୍ର ଜାଲ

ତା:୧୬/୦୮/୦୧୮

ଶୁଭ ସକାଳର ଅଭିନନ୍ଦନ🙏🏼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational