STORYMIRROR

Sarat Jal

Others

2  

Sarat Jal

Others

ମୋ ଗାଁ

ମୋ ଗାଁ

1 min
14.5K


ଗାଁଟି ମୋର ଭାରି ସୁନ୍ଦର ହେଉ ସେ ପଛେ ଛୋଟ

ସଂଜ ସକାଳେ ତା'ସାଥେ ମୋର ନିତି ହୁଏ ଭେଟ ॥

ଖେଳିଛି କେତେ ବୁଲିଛି କେତେ ଗାଁ ମାଟିର କୋଳେ

ସୁଲୁସୁଲିଆ ସମୀର ବହେ ମୋ ଗାଁ ନଈ କୂଳେ ॥

ସେଇଠି ମୁହିଁ ଜନମ ହେଲି ସେଇଠି ଯିବି ମରି

ଭୁଲିବି ନାହିଁ ଗାଁ ମମତା ପ୍ରାଣରେ ହେବି ଝୁରି ॥

ଶରତ ଚନ୍ଦ୍ର ଜାଲି

ତା:୧୮/୦୮/୧୮



Rate this content
Log in