STORYMIRROR

Sarat Jal

Others

2  

Sarat Jal

Others

ଧୂଳି

ଧୂଳି

1 min
14K


କି ସୁନ୍ଦର ଦିଶେ ଧରଣୀ କ୍ଷୁଦ୍ର ଗୋଡି,ବାଲିରେ

ପିନ୍ଧିଛି ଧୁସର ଶାଢୀ ସେ ବୋଳି ହେଇ ଧୂଳିରେ ॥

ସେ ଧୂଳି ଦେଖିଛି ସୃଷ୍ଟିର ସକଳ ଅଭିଯାନ

ସକଳ ଜୀବଙ୍କୁ ଦେଇଛି ଏକା ଜୀବନଦାନ ॥

ଧୂଳିରେ ମିଶିବେ ସକଳ ଜୀବ ପୁଣି ଅନ୍ତିମେ

ଧୂଳି ହିଁ ମହାନ ଜଗତେ ଚାଲ କହିବା ଆମେ ॥

ଶରତ


Rate this content
Log in