STORYMIRROR

Rashmiranjan Rout

Tragedy

2  

Rashmiranjan Rout

Tragedy

ପାଷାଣ ହୃଦୟ

ପାଷାଣ ହୃଦୟ

1 min
2.8K

ଜୀବନ ମୃତ୍ୟୁର ଦୋ ଛକିରେ

ପାଷାଣ ହୃଦୟ ନେଇ ତମକୁ ଖୋଜୁଛି

ଥରଟିଏ ଆସି ଦେଖ କେମିତି ବଞ୍ଚିଛି

ତୁମ ବିନା ଅସହାୟ ଆକାଶ ତଳେ

ଗୃହବନ୍ଦୀ ସାଜି ଅପେକ୍ଷା କରିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy