ପ୍ରଥମ କବିତା
ପ୍ରଥମ କବିତା
1 min
195
ତୁମ ପାଇଁ ମୋ ପ୍ରଥମ କବିତା
ତୁମ ସଂପର୍ଶରେ ଆସିଲା ପରଠୁ
ସବୁକିଛି ନିଆରା
ଟଗର ଫୁଲବି ରଂଗୀନ୍ ଲାଗେ
ସବୁଆଡେ ଦିଶେ ତୁମରି ଚେହେରା ।।
