STORYMIRROR

Sujit Muna

Inspirational

3  

Sujit Muna

Inspirational

ଓଡ଼ିଆ ପୁଅ ମୁହିଁ

ଓଡ଼ିଆ ପୁଅ ମୁହିଁ

1 min
397


ଇଂରାଜୀ ଭାଷାରେ, ଇଂରାଜୀ ଭାଷା

ତୋ ପାଇଁ ଭୁଲିଛି, ମୋ ମାତୃ ଭାଷା

ତତେ କହି ମିଛ ସୁଖ ପାଏ

ମାତ୍ର ଭୁଲିଯାଏ ମୋ ମାତୃ ଭାଷା

ଦୁନିଆଁ କହେ, ତୁହିଁ ଆଧୁନିକ

ତୁହିଁ ବିକାଶର ଧାରା

ମୋ ଭାଷା ତୋ ପାଖେ ପ୍ରାଚୀନ

ରହି ଗଲୁ ବନି ବିଶିକେଶନ

ଓଡ଼ିଆ ଅଜଣା ତୋର ଆଦର

ଧନ୍ୟବାଦ କୁ କଲୁ ଯେ ପର

ଆଜି ଇଂରାଜୀ ଶବ୍ଦ ଉଚ୍ହାରଣେ

ସମ୍ନାନ ମିଲଇ

ଲୋକେ ଏହା ଶିକ୍ଷିତ ମଣନ୍ତି

ସତେ କେତେ ଉନ୍ନତ ସେହି ଲୋକ

ମାତୃ ଭାଷା ଭୁଲି, କାହିଁ ପାଇଁ ଗର୍ବିତ

ଜାଗ ଜାଗ ଓଡ଼ିଆ ଭାଷୀ

ଭାଷା ଡାକେ ହାତ ଠାରି

ଇଂରେଜ ନାହିଁ ଗୋଲାମ, କିମ୍ ପାଇଁ

ଗୌଣ ହେଉ ଇଂରାଜୀ

ସର୍ବସ୍ବ ହେଉ ଓଡ଼ିଆ ମୋହରି ।

ଓଡ଼ିଆ ପୁଅ ମୁହିଁ

ହେଁ ଜଗନ୍ନାଥ.

ଏତିକି ମୋହରି ଗୁହାରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational