STORYMIRROR

Sujit Muna

Others

3  

Sujit Muna

Others

ସଂସ୍କାରିତ

ସଂସ୍କାରିତ

1 min
819


ଭୁଲ ସୁଇକାରୋତି ନାହିଁ

କା ପାଖେ ଶକ୍ତି


ଅନ୍ୟ ଦୋଷ ଯେ

ନିଖୁଣ ଦିଶଇ


ମାଛି ପରି ଖୋଜି ବୁଲେ

ଅନ୍ୟ ର ଦୋଷ ତ୍ରୁଟି


ମିଳିଗଲେ କିଛି ଯଦି

କରେ ତାକୁ କାଳ


ବେଈମାନ ଦୁନିଆଁରେ

ଏହା ସଭିଙ୍କର ନ୍ୟାୟ


ଧନ ହିଁ ସର୍ବ ଏଠି

ଧନ ଚଳାଏ ଆଇନ


ଭରା ବାଜରେ ଲୁଟେ

ନାରୀର ଆଇନ


ଅନ୍ଧ ଏଠି ଆଇନ

ବିକନ୍ତି ପୋଲିସ


ସାଇତାନ ସରକାର ହାତରେ

ରଜ୍ଜୁ ଯୁକ୍ତ ସତ୍ୟର ମୋହିମ

ଧନ ଦ୍ୱାରା ଲୋଟି ହୁଏ

ବଳାତ୍କାର ବିପରୀତ ମୋହିମ


ଉନତ ନୂତନ ସମାଜ

ଉନତି ନାମେ ଚଳାଏ କୁସଂସ୍କାର

"ଏହା ହିଁ ସଂସ୍କାରିତ ନୂତନ ସମାଜ "


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍