STORYMIRROR

Sujit Muna

Others

5.0  

Sujit Muna

Others

କେତେ ସଂସ୍କାରିତ ମନୁଷ୍ୟ

କେତେ ସଂସ୍କାରିତ ମନୁଷ୍ୟ

1 min
929


କେତେ ସଂସ୍କାରିତ ମନୁଷ୍ୟ

ପର ବୁଦ୍ଧିରେ ଚଳିଲା

ନିଜ ସଂସ୍କାର ଭୁଲି

ବିଦେଶୀ ଆପଣାଇଲା


ଜଣେନି ପ୍ରକୃତି

ନାହିଁ ତାହାରି ସଂଗ

ଅନ୍ୟକୁ ଆପଣାଇ

ହେଲା ବିରୋଧାମୟ


ମଦ ମାଂସ ୟୁରୋପଦେଶେ

ଶୀତରୁ ରକ୍ଷା କବଚ

ତାକୁ ପିଇ ଭାରତୀୟ

ପରିବାର ସମ୍ପର୍କ

କରେ ନାରଖାର


ଉନ୍ନତ ଆମେରିକା ଛୋଟ

ଫାଟ କାଟି ଯେ ପିନ୍ଧି

ଉନ୍ନତୀକରଣ ବୋଲି

ଆପଣାଇଲା.


ଭାରତୀୟ ନାରୀ

ମହାନ ବ୍ୟକ୍ତିତ୍ୱ ଧାରୀ

ପୂଜିତ ହୁଏ ଏଠି


ଚିରାଫଟା ମୋଡର୍ନ କଟି କୁ କାଡ଼ି

ଶାଡିରେ ସୁନ୍ଦର ଭାଇ


ଗାଧୁଆ ଭୁଲି ଯାଇ

ଦଶ ଟାରେ ଉଠେ ମଣିଷ

ଏପରି ସଂସ୍କାର ଯେ


ଦେହ ପକ୍ଷେ କ୍ଷତିକାରକ

ରୋଗର ଜାରକ

ସଅଳ ଗାଧିବା

ସୁସ୍ଥ ସବଳ ଔଷଧ


ମାନବିକତା ଅଛି କର ଚିନ୍ତା

କେତେ ଉନ୍ନତ ହୁଅ

ଅନ୍ୟକୁ ଆପଣାଇ

ହୋଇପାରିବୁ ସଂସ୍କାରିତ

କବିତା -ସଂସ୍କାରିତ

କବି -ସୁଜିତ ମୁନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍