STORYMIRROR

Sujit Muna

Others

5.0  

Sujit Muna

Others

"ମ"-ଦ

"ମ"-ଦ

1 min
667


ମଦ ନୁହେଁ ମଦଜାଳ

ମନ୍ଦିରା ଜାଳେ ତୋ ଘର


ମୃଗାଜୀତ ପରି ଜୀବନ

ମାଡୁ ସମାଜକୁ କରି ଲମ୍ପନ


ମନ୍ଦିରା ମାନ ପାନ କରି

ମୋହନ ମଦନ ଗଲୁ ଭୁଲି


ମହାକ୍ଷତ୍ରିୟ ପରି ଗର୍ଜନ କରି ଛାଡୁ ରଡ଼ି

ମାନୁ ନାହିଁ ଗୁରୁଜନ


ମନ୍ଦାଏ ମନ୍ଦାଏ ପାନ କରି

ମନ ତୋ ହେବ ମନ୍ୟପୂର୍ଣ୍ଣ


କବି -ସୁଜିତ ମୁନା

8280438251


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍