STORYMIRROR

Sujit Muna

Others

4.8  

Sujit Muna

Others

ବେଶ୍ୟା

ବେଶ୍ୟା

1 min
1.1K


କା ପାଇଁ ସେ ବେଶ୍ୟା ହେଲା

ତା ପଛେ କେ ଚଳାଏ ଲୀଳା

ସେ ଜଦି ବେଶ୍ୟା ହେଲା

କାହା ସହିତ କିଳା କଲା


ଦୁନିଆଁ ଚକଟିଲା, ତାକୁ

ନା ସେ ଦଳି ହେଲା

କେ ସେ ଚକାଟିଲା ବାଲା

ସେ ଯେ ବେଶ୍ୟା ହେଲା


ସମାଜରେ ଘୃଣ୍ୟ ହେଲା

କିଏ ? ଚୁମ୍ୱନ କଲା

ମିଛ ଟାରେ ବୋଳା ଗଲା ବେଶ୍ୟା


ଜନ୍ମ ରୁ ବେଶ୍ୟା ଥିଲା

ଏପରିକି ବିଧାତା କଲା

ନା ଅନ୍ୟ କେହି ଗଡ଼ିଲା ବାଲା



ସେ କଲା କାହାକୁ ଗ୍ରାସ

ସମାଜ କଲା ତାକୁ ନାସ

କେଉଁ ପାଇଁ କୁଟୀର ଘରେ

ଅନ୍ୟର ମେଣ୍ଟାଇ ଭୋକ


ମୁଖ ପିନ୍ଧା ଛଦ୍ମବେଶୀ

କିଏ ବେଶ୍ୟା କରିବା ବାଲା


ଜଦି ତାହା ବୃତ୍ତି ଏହା

କିଏ ତାକୁ ଚଳାଇଲା

ସେ ଘୃଣ୍ୟ ବେଶ୍ୟା ଜଦି

ପ୍ରତିଦିନ ଗରାଖ କେଉଁଠୁ ଆସିଲା

କେ ତାକୁ ବେଶ୍ୟା କଲା

ଏହା ପଛରେ କାହାର ପିଳା


ସମାଜର ଉଚ୍ଚ ବ୍ୟକ୍ତି

ରାତିରେ ତାକୁ ମୋହିଲ

ଯେ ତାକୁ ବେଶ୍ୟା କଲା

ସେ ହିଁ ଶୋଷିଲା ...


କିଏ ତାକୁ ବେଶ୍ୟା କଲା

ଧନ ଅଭାବ ନା

ପରିସ୍ଥିତି ତା ପାଇଁ ଦାଇ କେଯାନେ

କେଉଁ କାରଣରୁ

ହେଲା ବେଶ୍ୟା ବାଇ ....

କେ ତାକୁ ବେଶ୍ୟା କଲା ।


ସୁଜିତ ମୁନା ବରଗଡ଼. ବାରୁପାଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍