Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

2  

Kalandi pal

Inspirational

ନନ୍ଦିଘୋଷ

ନନ୍ଦିଘୋଷ

1 min
92



ଷୋଳକଳା ନେଇ    ଆସିଛୁ କାଳିଆ

     ନନ୍ଦିଘୋଷେ ଷୋଳ ଚକା,

ଗୋଟିଏ ଚକାକୁ    ଗୋଟିଏ କଳାରେ

     ଭାବକେ ବୁଝିବ ଏକା,

ଆଠଶ ବତିଶ    କାଠେ ରଥ ଗଢ଼ା

     ସାରଥୀ ପରା ଦାରୁକ

କଳା ଧଳା ଘୋଡା  ରଥ ଭିଡି ନେବେ

     ଡାହୁକ ଛାଡିଲେ ଡାକ,

ରଥପରେ ଛନ୍ତି   ଦୁଇ ଗୋଟି ଶୁଆ

     ଜୀବ ପରମେ ପ୍ରକାଶ

ତିନୋଟି କଳସ  ନନ୍ଦିଘୋଷେ ଅଛି

    ନଭ ବ୍ୟୋମ ଓ ଆକାଶ,

ସେ ରଥ ଚାଲିଲେ  ବଡ ଦାଣ୍ଡେ ପ୍ରଭୁ

    ପାପ ନାଶ ଯାଏ ସିନା

ଚଣ୍ଡାଳୁ ବ୍ରାହ୍ମଣ   ସର୍ବେ ଏକ ମେଳି

    କାହାକୁ ନ ଥାଏ ମନା,

    


Rate this content
Log in

Similar oriya poem from Inspirational