ନିଖୁଣ ଶିଳ୍ପୀ
ନିଖୁଣ ଶିଳ୍ପୀ
ଏମିତି ନିଖୁଣ ଶିଳ୍ପୀ ଜଣେ ତୁମେ
ହାତ ବାଜିଗଲେ ପାଷାଣ ତରଲି ଯାଏ।
ତୂୂୂଳୀରେ ତୁମରି ଅପୂର୍ବ ଯାଦୁୁ ପରଶ
ରଙ୍ଗ ବୋଳିିଦେଲେ ପ୍ରକୃତି ବୀଣା ବଜାଏ।
ଏମିତି ବିଶାଳ ହୃଦୟ ଅଛି ତୁମର
ଜଗତ ଯାକର ଦରଦ ସାଉଟି ଥାଏ।
ଭକତ ପ୍ରେମିିକ ସକଳଙ୍କ ସୁଖ ପାଇଁ
ନୟନୁ ତୁୁୁମର ଅବିିିରଳ ଝର ବହେ।